ସମାଜ ଡିଜିଟାଲ ଡେସ୍କ: ଯାତ୍ରୀଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଜରୁରୀ ଅବତରଣ କଲା ବିମାନ। ବେଙ୍ଗାଲୁରୁରୁ ଗୁଆହାଟୀ ଯାଉଥିବା ଏହି ବିମାନଟି ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଗୁରୁବାର ଜରୁରୀ ଅବତରଣ କରିଥିଲା। ଏହା ପରେ ବିମାନରୁ ଅସୁସ୍ଥ ଯାତ୍ରୀଙ୍କୁ ବାହାର କରାଯାଇ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଏହା ପରେ ବିମାନଟି ପୁଣି ଥରେ ଗୁଆହାଟୀ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିବା ବିମାନବନ୍ଦର ନିର୍ଦେଶକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
Popular Categories



