ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ, ୧୦୨ ଆସନରେ ପଡ଼ିବ ଭୋଟ୍‌

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଶୁକ୍ରବାର ପଡ଼ିବ ପ୍ରଥମ ପର୍ଯ୍ୟାୟ ଭୋଟ୍। ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ ଆସନ ପାଇଁ ଆସନ୍ତାକାଲି ମତଦାନ ହେବ। ଏହି ପର୍ଯ୍ୟାୟରେ ମୋଟ୍‌ ୧୬୨୫ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବାବେଳେ ସେମାନଙ୍କ ମଧ୍ୟରେ ମାତ୍ର ୧୩୪ ଜଣ ମହିଳା ପ୍ରାର୍ଥୀ(୮%) ଏବଂ ୧୪୯୧ ଜଣ ପୁରୁଷ ଅଛନ୍ତି। Related Posts କଙ୍ଗନାଙ୍କ ବିଜୟକୁ ହାଇକୋର୍ଟରେ ଚାଲେଞ୍ଜ … Continue reading ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ, ୧୦୨ ଆସନରେ ପଡ଼ିବ ଭୋଟ୍‌