ଚୀନ ଆବାସିକ ବିଦ୍ୟାଳୟ ଛାତ୍ରାବାସରେ ଅଗ୍ନିକାଣ୍ଡ, ୧୩ ମୃତ

ଡେସ୍କ: ଚୀନର ହେନାନ ପ୍ରଦେଶର ଏକ ଆବାସିକ ବିଦ୍ୟାଳୟ ଛାତ୍ରାବାସରେ ଅଗ୍ନିକାଣ୍ଡରେ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସେଠାକାର ସମ୍ବାଦ ସରବରାହ ସଂସ୍ଥା ସିହ୍ନୁଆ ଅନୁଯାୟୀ, ୟାନଶାନପୁ ଗାଁର ସ୍ଥାନୀୟ ଲୋକ ଶୁକ୍ରବାର ଦିନ ୧୧ଟା ସମୟରେ ୟଙ୍ଗକାଇ ସ୍କୁଲରେ ନିଆଁ ଲାଗିଥିବାର ସୂଚନା ଦେଇଛନ୍ତି। ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି। ସ୍କୁଲ ନିର୍ଦ୍ଦେଶକଙ୍କୁ ଅଟକ ରଖାଯାଇଛି। ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ଲୋକମାନେ ନିଜର କ୍ରୋଧ ପ୍ରକାଶ କରିବା ସହ ଅପରାଧୀଙ୍କ … Continue reading ଚୀନ ଆବାସିକ ବିଦ୍ୟାଳୟ ଛାତ୍ରାବାସରେ ଅଗ୍ନିକାଣ୍ଡ, ୧୩ ମୃତ