ଲେମନ ଗ୍ରାସ ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ଲକ୍ଷ୍ମୀପୁର:ନାରାୟଣ ପାଟଣାସ୍ଥିତ ଲେମନ ଗ୍ରାସ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ପ୍ଲାଣ୍ଟ ପରିସରରେ ଶ୍ରମିକମାନେ ରୋଷେଇ କରୁଥିବାବେଳେ ଅଗ୍ନିକାଣ୍ଡ ଘଟିଛି। ୨ଟି ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁଲିଭା କାର୍ଯ୍ୟ ଜାରି ରହିଛି।

Comments are closed.