କାର୍ ବିକ୍ରିରେ ତୃତୀୟ ନମ୍ବରରେ ଟାଟା ମୋଟର୍ସ, ବାଜି ମାରିନେଲା ମାରୁତି ସୁଜୁକି

ନୂଆଦିଲ୍ଲୀ : ଆର୍ଥିକ ବର୍ଷ ୨୦୨୩-୨୪ର ଗାଡି ବିକ୍ରି ରିପୋର୍ଟ ସାମ୍ନାକୁ ଆସିଛି । ମାରୁତି ସୁଜୁକି ତାଲିକାରେ ସର୍ବ ପ୍ରଥମେ ରହିଛି । ହ୍ୟୁଣ୍ଡାଇ କମ୍ପାନୀର ଗାଡି ପୂର୍ବ ଅପେକ୍ଷା ଭଲ ବିକ୍ରି ହୋଇଥିବା ତଥ୍ୟରେ ଉଲ୍ଲେଖ ରହିଛି ।  ଆସନ୍ତୁ ଦେଖିବା କେଉଁ କମ୍ପାନୀର କେତେ ଗାଡି ବିକ୍ରି ହୋଇଛି… ଆର୍ଥିକ ବର୍ଷ ୨୦୨୩-୨୪ରେ ହ୍ୟୁଣ୍ଡାଇ ୭,୭୭,୮୭୬ ୟୁନିଟ୍ସ ଗାଡି ବିକ୍ରି କରିଛି । ଏହା ସହିତ କାର୍ ବିକ୍ରିରେ ହ୍ୟୁଣ୍ଡାଇ ଦ୍ବିତୀୟ ନମ୍ବର … Continue reading କାର୍ ବିକ୍ରିରେ ତୃତୀୟ ନମ୍ବରରେ ଟାଟା ମୋଟର୍ସ, ବାଜି ମାରିନେଲା ମାରୁତି ସୁଜୁକି