ଫୁଲବାଣୀ :ସଦ୍ୟ ପ୍ରକାଶିତ ଓଏଏସ ପରୀକ୍ଷା ଫଳ ଅନୁଯାୟୀ କନ୍ଧମାଳ ଜିଲ୍ଲା ଖଜୁରୀପଡାର ସୋନାଲି ଜାନୀ କୃତକାର୍ଯ୍ୟ ହୋଇଛନ୍ତି। ବରିଷ୍ଠ ଆଇନଜୀବୀ ଅଗସ୍ତି ଜାନୀଙ୍କ ଝିଅ ସୋନାଲି ୩୧୧ ତମ ରାଙ୍କରେ ରହିଥିବା ଜଣାପଡିଛି। ଦଳପଡା ପଞ୍ଚାୟତ ଲାମ୍ବାବାଡିର ସୋନାଲୀଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।
Popular Categories



