ଚା’ ପିଇବାକୁ ଯାଇଥିଲେ.. ଜଣେ ମୃତ ; ୨ ଗୁରୁତର, ୫୦ ଲକ୍ଷ କ୍ଷତିପୂରଣ ଦାବି 

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଚାଲିଗଲା ଜଣକ ଜୀବନ। ଦୁଇଜଣ ଗୁରୁତର ଥିବା ବେଳେ ଗୋଟିଏ କାର ଦୁଇଟି ବାଇକ୍ ଚୁର ମାର ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣକ ହେଲେ ବ୍ରାହ୍ମଣୀଗାଁ ଧର୍ମ ସାହିର ବଣ୍ଡାସା ମାଝୀ (ଜିରୀମିୟ) (୬୨)। ଆହତ ମାନେ ହେଲେ ବଣ୍ଡାବୁଡ଼ି ମାଝୀ (୫୦) ଓ ତାଙ୍କ ସ୍ଵାମୀ ପେଟା (ପିତର)ମାଝୀ (୫୫)। ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର … Continue reading ଚା’ ପିଇବାକୁ ଯାଇଥିଲେ.. ଜଣେ ମୃତ ; ୨ ଗୁରୁତର, ୫୦ ଲକ୍ଷ କ୍ଷତିପୂରଣ ଦାବି