ଦେଖନ୍ତୁ ଭିଡିଓ ; ମଝି ଆକାଶରେ ବିମାନରେ ଲାଗିଲା ନିଆଁ..

ନୂଆଦିଲ୍ଲୀ : ମଝି ଆକାଶରେ ବିମାନରେ ଲାଗିଲା ନିଆଁ । ଏହାର ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଉଡାଣ ଭରିବାର କିଛି ସମୟ ପରେ ବିମାନକୁ କରାଗଲା ଜରୁରୀ ଅବତରଣ । ଶନିବାର ସକାଳେ ଆମେରିକାର ନେୱାର୍କ ଲିବର୍ଟି ଅନ୍ତଃର୍ଜାତୀୟ ବିମାନବନ୍ଦରରେ ଉଡାଣ ଭରିବାର କିଛି ମିନିଟ୍‌ ପରେ ଏକ ଫେଡ୍‌ଏକ୍ସ କାର୍ଗୋ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା । ଉଡାଣ ଭରିବାର କିଛି ସମୟ ପରେ … Continue reading ଦେଖନ୍ତୁ ଭିଡିଓ ; ମଝି ଆକାଶରେ ବିମାନରେ ଲାଗିଲା ନିଆଁ..