ବ୍ୟକ୍ତିଙ୍କୁ ରାତାରାତି କୋଟିପତି କଲା ଅଳିଆରେ ପଡିଥିବା ପାସ୍‌ବୁକ୍‌

ନୂଆଦିଲ୍ଲୀ : ଅନେକ ସମୟରେ ହଠାତ୍‌ ଭାଗ୍ୟ ବଦଳି ବ୍ୟକ୍ତି କୋଟିପତି ହୋଇଯାନ୍ତି। ଏଭଳି କି ଅଳିଆ ଭାବେ ପଡିଥିବା ଜିନିଷ ମଧ୍ୟ ଭାଗ୍ୟ ଚୁଟକିରେ ବଦଳାଇ ଦିଏ। ଏମିତି ହିଁ ଘଟିଛି ଚିଲିର ଏକ୍ସେକିଲ୍‌ ହିନୋଜୋସା ନାମକ ଜଣେ ବ୍ୟକ୍ତିଙ୍କ ସହ । ଘରେ ଅଳିଆରେ ପଡିଥିବା ତାଙ୍କ ବାପାଙ୍କ ପାସ୍‌ବୁକ୍‌ ତାଙ୍କ ଭାଗ୍ୟ ବଦଳାଇ କୋଟିପତି କରି ଦେଇଛି । ପାସ୍‌ବୁକ୍‌ଟି ୬୨ ବର୍ଷ ପୁରୁଣା । ହିନୋଜୋସାଙ୍କ ବାପାଙ୍କ ୧୯୬୦-୭୦ ଦଶକରେ ଏକ … Continue reading ବ୍ୟକ୍ତିଙ୍କୁ ରାତାରାତି କୋଟିପତି କଲା ଅଳିଆରେ ପଡିଥିବା ପାସ୍‌ବୁକ୍‌