ହରିୟାଣା ସୀମାରେ କୃଷକ-ପୁଲିସ ମୁହାଁମୁହିଁ

ଡେସ୍କ: ସର୍ବନିମ୍ନ ସହାୟକ ମୂଲ୍ୟ ସଂକ୍ରାନ୍ତ ଆଇନ ପ୍ରଣୟନ ଦାବିରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା କୃଷକମାନଙ୍କୁ ହଟାଇବା ପାଇଁ ହରିୟାଣା ପୁଲିସ ମଙ୍ଗଳବାର ଅମ୍ବାଲା ନିକଟସ୍ଥ ଶମ୍ଭୁ ସୀମାରେ ଏକାଧିକ ରାଉଣ୍ଡ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛି। ଘଗର ନଦୀ ପୋଲ ଉପରେ ହରିୟାଣା ପୁଲିସ ବ୍ୟାରିକେଡିଂର ଏକ ଅଂଶ ଭାବରେ ରଖାଯାଇଥିବା ସିମେଣ୍ଟ ବ୍ଲକ ଗୁଡିକୁ ହଟାଇବା ପାଇଁ କୃଷକମାନେ ଟ୍ରାକ୍ଟର ଆଣିବାରୁ ପରିସ୍ଥିତି ଅଣାୟତ୍ତ ଆଡକୁ ଗତି କରିଥିଲା। ତେବେ ବିକ୍ଷୋଭକାରୀମାନେ ପୁଲିସ … Continue reading ହରିୟାଣା ସୀମାରେ କୃଷକ-ପୁଲିସ ମୁହାଁମୁହିଁ