କୃଷକ ଆନ୍ଦୋଳନ ୨୯ ପର୍ଯ୍ୟନ୍ତ ସ୍ଥଗିତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ କୃଷିଜାତ ଦ୍ରବ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍‌ପି) ଆଇନ ପ୍ରଣୟନ କରାଯିବା ଦାବିରେ କୃଷକମାନେ ସେମାନଙ୍କର ଆନ୍ଦୋଳନ ଜାରି ରଖିଛନ୍ତି। ତେବେ ପୁଲିସ କାର୍ଯ୍ୟାନୁଷ୍ଠାନରେ କୃଷକଙ୍କ ମୃତ୍ୟୁ ପରେ କୃଷକ ସଂଗଠନ ପକ୍ଷରୁ ସେମାନଙ୍କର ‘ଦିଲ୍ଲୀ ଚାଲ’ ଅଭିଯାନକୁ ଆସନ୍ତା ୨୯ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ୨୯ରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଆନ୍ଦୋଳନର ନେତୃତ୍ବ ନେଉଥିବା ଦୁଇଟି କୃଷକ ସଂଗଠନ ‘ସଂଯୁକ୍ତ କିଷାନ ମୋର୍ଚ୍ଚା’ … Continue reading କୃଷକ ଆନ୍ଦୋଳନ ୨୯ ପର୍ଯ୍ୟନ୍ତ ସ୍ଥଗିତ