କୃଷକ ଆନ୍ଦୋଳନ – ହୃଦଘାତରେ ବୃଦ୍ଧ ଚାଷୀଙ୍କ ମୃତ୍ୟୁ

ଡେସ୍କ: ହରିୟାଣାର ଅମ୍ବାଲା ନିକଟସ୍ଥ ଶମ୍ଭୁ ସୀମାରେ ଆନ୍ଦୋଳନ କରୁଥିବା କୃଷକମାନଙ୍କ ମଧ୍ୟରୁ ଜଣେ ୬୩ ବର୍ଷୀୟ କୃଷକଙ୍କର ଶୁକ୍ରବାର ହୃଦଘାତରେ ମୃତ୍ୟୁ ଘଟିଛି। ଆଜି ସକାଳେ ଜ୍ଞାନ ସିଂହ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପଞ୍ଜାବର ରାଜପୁରାର ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ପଟିଆଲାର ରାଜିନ୍ଦ୍ରା ହସ୍ପିଟାଲକୁ ନିଆଯାଇଥିଲା ଓ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରକୀୟା ପ୍ରୀତି ; ସ୍ୱାମୀକୁ ହେମଦସ୍ତାରେ ଛେଚି ମାରିବା ପରେ ପୋତିଲା … Continue reading କୃଷକ ଆନ୍ଦୋଳନ – ହୃଦଘାତରେ ବୃଦ୍ଧ ଚାଷୀଙ୍କ ମୃତ୍ୟୁ