ଦୃଶ୍ୟମ୍‌ ଫିଲ୍ମରୁ କମ୍‌ ନୁହେଁ ; ବୋହୂକୁ ହତ୍ୟା କରି ଏମିତି ପୋତିଥିଲେ ମୃତଦେହ

ନୂଆଦିଲ୍ଲୀ : ଗତ କିଛି ଦିନରେ ସ୍ୱାମୀ ସ୍ତ୍ରୀକୁ ଓ ସ୍ତ୍ରୀ ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆଣିଛି । ସୌରଭ-ମୁସ୍କାନ ହେଉ କିମ୍ବା ସୋନମ-ରାଜା ରଘୁବଂଶୀ ଉଭୟ ମାମଲା ହଇଚଇ ସୃଷ୍ଟି କରିଛି । ମାତ୍ର ନିକଟରେ ଫରିଦାବାଦରୁ ଆସିଥିବା ଏକ ମାମଲା ସଭିଁଙ୍କୁ ଆଶ୍ଚର୍ଯ୍ୟଚକିତ ସହ ଭୟଭୀତ କରିଛି । ଏଠାରେ ଜଣେ ଯୁବତୀଙ୍କ ହତ୍ୟାର ମାମଲା ସାମ୍ନାକୁ ଆସିଛି । ଉକ୍ତ ଯୁବତୀଙ୍କର ୨ ବର୍ଷ ପୂର୍ବରୁ ବିବାହ … Continue reading ଦୃଶ୍ୟମ୍‌ ଫିଲ୍ମରୁ କମ୍‌ ନୁହେଁ ; ବୋହୂକୁ ହତ୍ୟା କରି ଏମିତି ପୋତିଥିଲେ ମୃତଦେହ