ରାତି ଗୋଟାଏ ପରେ ଅଛି କି ଶୋଇବା ଅଭ୍ୟାସ? ଜାଣନ୍ତୁ..

ସାଧାରଣତଃ ଶୁଣିଥିବେ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ଶରୀର ପାଇଁ ଲାଭଦାୟକ । ଏହାଦ୍ୱାରା ଶରୀର ସୁସ୍ଥ ରହିବା ସହ ବିଭିନ୍ନ ରୋଗରୁ ମଧ୍ୟ ଦୂରେଇ ରହିଥାଏ । ମାତ୍ର ବିଳମ୍ବିତ ରାତି ଯାଏଁ ଅନିଦ୍ରା ରହିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିଥାଏ । ରାତିରେ ବିଳମ୍ବରେ ଶୋଇ ୮ ଘଣ୍ଟା ନିଦରେ ନଶୋଇଲେ ବିଭିନ୍ନ ରୋଗର କାରଣ ପାଲଟିଥାଏ । ଏହା କେବଳ ଶାରିରୀକ ନୁହେଁ ବରଂ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ … Continue reading ରାତି ଗୋଟାଏ ପରେ ଅଛି କି ଶୋଇବା ଅଭ୍ୟାସ? ଜାଣନ୍ତୁ..