ଔଷଧ ଦର ବୃଦ୍ଧି ଖବର ବିଭ୍ରାନ୍ତିକର ଓ ମିଥ୍ୟା – ସରକାର

ଡେସ୍କ: ଗଣମାଧ୍ୟମରେ ଔଷଧ ଦର ବୃଦ୍ଧି ସମ୍ପର୍କିତ ପ୍ରକାଶିତ ଖବର ବିଭ୍ରାନ୍ତିକର ଓ ମିଥ୍ୟା ବୋଲି ସରକାର କହିଛନ୍ତି। ଏହି ରିପୋର୍ଟ ଅନୁଯାୟୀ ୫୦୦ରୁ ଅଧିକ ଔଷଧ ଦର ବୃଦ୍ଧି ଦ୍ୱାରା ପ୍ରଭାବିତ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏଭଳି ଖବର ମିଥ୍ୟା ଓ ବିଭ୍ରାନ୍ତିକର। ଔଷଧ ବିଭାଗ ଅଧୀନରେ ଥିବା ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନପିପିଏ) ହୋଲସେଲ ପ୍ରାଇସ୍ ଇଣ୍ଡେକ୍ସ (ଡବ୍ଲୁପିଆଇ) ଅଧୀନରେ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଔଷଧର ମୂଲ୍ୟ ସଂଶୋଧନ କରିଥାଏ। ୭୮୨ଟି … Continue reading ଔଷଧ ଦର ବୃଦ୍ଧି ଖବର ବିଭ୍ରାନ୍ତିକର ଓ ମିଥ୍ୟା – ସରକାର