ତ୍ରୁଟିପୂର୍ଣ୍ଣ ମୋତିଆବିନ୍ଦୁ ଅ​‌ସ୍ତ୍ରୋପଚାର, କ୍ଲିନିକ ବନ୍ଦ

ଅନୁଗୋଳ : ଅନୁଗୋଳ ସହରର ଏକ ଘରୋଇ କ୍ଲିନିକରେ ତ୍ରୁଟିପୂର୍ଣ୍ଣ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଘଟଣାରେ ଜିଲା ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛି। ସମ୍ପୃକ୍ତ କ୍ଲିନିକକୁ ପ୍ରଶାସନ ବନ୍ଦ (ସିଲ୍‌) କରିଦେବା ସହ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ତାହାର ତଦନ୍ତ ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନେତୃତ୍ବ​ରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ସୂଚନା ମୁତାବକ ଚଳିତ ମାସ ୨୦ ତାରିଖରେ ଅନୁଗୋଳ ଅମଲାପଡ଼ାସ୍ଥିତ ଡାକ୍ତର ପ୍ରଧାନ ଆଇ କେୟାରରେ ବନ୍ତଳା, ଇକରବନ୍ଧ … Continue reading ତ୍ରୁଟିପୂର୍ଣ୍ଣ ମୋତିଆବିନ୍ଦୁ ଅ​‌ସ୍ତ୍ରୋପଚାର, କ୍ଲିନିକ ବନ୍ଦ