www.samajalive.in
Sunday, December 7, 2025
23.1 C
Bhubaneswar

ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଆଫଗାନ ସେଲ୍‍

ଆଫଗାନିସ୍ଥାନରେ ଥିବା ଭାରତୀୟ ନାଗରିକମାନଙ୍କ ପାଇଁ ଭାରତ ପକ୍ଷରୁ ସ୍ୱତନ୍ତ୍ର ଆଫଗାନିସ୍ଥାନ ସେଲ୍‍ ପ୍ରତିଷ୍ଠା କରାଯାଇଛି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ଦିନରାତି ୨୪ ଘଣ୍ଟିଆ ସ୍ୱତନ୍ତ୍ର ଆଫଗାନ ସେଲ୍‍ ସ୍ଥାପନ କରାଯାଇଛି । ସେଠାରେ ଥିବା​‌ ଭାରତୀୟ ନାଗରିକମାନେ ସହାୟତା ଚାହୁଁଥିଲେ ତୁରନ୍ତ ସ୍ୱତନ୍ତ୍ର ଆଫଗାନିସ୍ଥାନ ସେଲ୍‍ ସହ ଯୋଗାଯୋଗ କରିବାକୁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଯୋଗାଯୋଗ କରିବା ପାଇଁ ନମ୍ବର ହେଲା +୯୧-୧୧-୪୯୦୧୬୭୮୩, +୯୧-୧୧-୪୯୦୧୬୭୮୪ ଓ +୯୧-୪୯୦୧୬୭୮୫ । ହ୍ୱାଟ୍‍ସପ୍‍ ନମ୍ବର ଗୁଡ଼ିକ ହେଲା +୯୧-୮୦୧୦୬୧୧୨୦୯, +୯୧-୯୫୯୯୩୨୧୧୯୯  ଓ +୯୧-୭୦୪୨୦୪୯୯୪୪ ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories