ଭାରତର ସବୁଠୁ ଦାମୀ ମୋଟରସାଇକେଲ, ଏହି ଦାମରେ ମିଳିବ ଅନେକ କାର୍
ନୂଆଦିଲ୍ଲୀ : ଆପଣ ଜାଣିଛନ୍ତି କି ଭାରତୀୟ ବଜାରରେ ଏମିତି କିଛି ମୋଟରସାଇକେଲ ବିକ୍ରି ହେଉଛି ଯାହାର ଦାମ୍ ୪୩ ଲକ୍ଷରୁ ୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ବାଇକ ସମ୍ପର୍କରେ ଜଣାଇବୁ ଯାହାର ଦାମ୍ କୌଣସି ବିଳାସପୂର୍ଣ୍ଣ କାରଠୁ କମ୍ ନୁହେଁ । Ducati Panigale V4 R: ଏହି ବାଇକରେ ୯୯୮ ସିସିର ଇଞ୍ଜିନ ଦିଆଯାଇଛି । ଏହା ବ୍ୟତୀତ ଏଥିରେ ଏବିଏସ୍ ଇଭିଓ, ଟ୍ରାକ୍ସନ … Continue reading ଭାରତର ସବୁଠୁ ଦାମୀ ମୋଟରସାଇକେଲ, ଏହି ଦାମରେ ମିଳିବ ଅନେକ କାର୍
Copy and paste this URL into your WordPress site to embed
Copy and paste this code into your site to embed