ଲାଞ୍ଚ ମାମଲା: ପୂର୍ବତନ ପୁଲିସ ଅଧିକାରୀଙ୍କୁ ୧ବର୍ଷ ଜେଲ ଦଣ୍ଡାଦେଶ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେଗାଁ ଥାନାର ପୂର୍ବତନ ଏଏସଆଇ ଟଙ୍କଧର ବୁଦ୍ଧିଆ ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେ ଜଣେ ବ୍ୟକ୍ତିଙ୍କ ଠାରୁ ୧୫୦୦ ଟଙ୍କା ଲାଞ୍ଚ ନେଇଥିଲେ। ଏହି ମାମଲାର ବିଚାର କରି କଳାହାଣ୍ଡି ସ୍ବତନ୍ତ୍ର ଭିଜିଲାନ୍ସ ଜଜ ଶିଥିକଣ୍ଠ ସାମଲ ଆଜି ବୁଦ୍ଧିଆଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ବୁଦ୍ଧିଆଙ୍କୁ ଏକବର୍ଷ ଜେଲ ଦଣ୍ଡ ସହିତ ୨୦୦୦ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ୨ ମାସ ଜେଲ ଦଣ୍ଡାଦେଶ … Continue reading ଲାଞ୍ଚ ମାମଲା: ପୂର୍ବତନ ପୁଲିସ ଅଧିକାରୀଙ୍କୁ ୧ବର୍ଷ ଜେଲ ଦଣ୍ଡାଦେଶ