ଇଭିଏମ ହିସାବ – ପ୍ରତି ୧୫ ବର୍ଷରେ ଦରକାର ୧୦ ହଜାର କୋଟି
ଡେସ୍କ: ନିର୍ବାଚନ ଆୟୋଗ କହିଛନ୍ତି ଏକ ରାଷ୍ଟ୍ର, ଏକ ନିର୍ବାଚନ ବ୍ୟବସ୍ଥା ଲାଗୁ ହେଲେ ପ୍ରତି ୧୫ ବର୍ଷରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏକ ରାଷ୍ଟ୍ର, ଏକ ନିର୍ବାଚନ ବ୍ୟବସ୍ଥାରେ ଦେଶରେ ଲୋକସଭା ନିର୍ବାଚନ ସହିତ ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନ କରାଯିବ। ନିର୍ବାଚନ ପାଇଁ ବ୍ୟବହାର କରାଯାଉଥିବା ଗୋଟିଏ ଇଲେକଟ୍ରୋନିକ ଭେଟିଂ ମେସିନ (ଇଭିଏମ୍)ର କାର୍ଯ୍ୟ ଅବଧି ୧୫ବର୍ଷ। ତେଣୁ ପ୍ରତି ୧୫ବର୍ଷରେ ସମସ୍ତ ଇଭିଏମ୍କୁ ଏକକାଳୀନ ବଦଳାଇବାକୁ ପଡିବ। ଏ … Continue reading ଇଭିଏମ ହିସାବ – ପ୍ରତି ୧୫ ବର୍ଷରେ ଦରକାର ୧୦ ହଜାର କୋଟି
Copy and paste this URL into your WordPress site to embed
Copy and paste this code into your site to embed