କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ନୀତି ଓ ନିଷ୍ପତ୍ତି ବିକଶିତ ଭାରତ ପ୍ରତି ସମର୍ପିତ – ପ୍ରଧାନମନ୍ତ୍ରୀ

ଡେସ୍କ: ଯାଯାବର ଜନଜାତି ଓ ସମ୍ପ୍ରଦାୟର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତି ଏବଂ ନୀତି ବିକଶିତ ଭାରତ ପ୍ରତି ସମର୍ପିତ ଏବଂ କୃଷକମାନେ ଏହାର ପ୍ରମୁଖ ଭିତ୍ତିଭୂମି ଅଟନ୍ତି। ଶନିବାର ମହାରାଷ୍ଟ୍ରର ୱାଶିମଠାରେ ପ୍ରାୟ ୨୩ ହଜାର ୩୦୦ କୋଟି ଟଙ୍କାର କୃଷି ଓ ପଶୁପାଳନ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ ଅବସରରେ ଆୟୋଜିତ ଏକ … Continue reading କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ନୀତି ଓ ନିଷ୍ପତ୍ତି ବିକଶିତ ଭାରତ ପ୍ରତି ସମର୍ପିତ – ପ୍ରଧାନମନ୍ତ୍ରୀ