www.samajalive.in
Tuesday, December 9, 2025
26.1 C
Bhubaneswar

ହାତୀ ଖାଇଗଲା ୮୦ ହଜାର

ରାୟଗଡା : ହାତୀ ଖାଇଗଲା ୮୦ ହଜାର ଟଙ୍କା ସହ ରାସନ କାର୍ଡ । ରାୟଗଡା ଜିଲା କୁମାରବାଡି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ନେଇ ଶନିବାର ଖବର ସାମ୍ନାକୁ ଆସିଛି । ହାତୀ ଉକ୍ତ ଅଞ୍ଚଳରେ ଉପଦ୍ରବ କରିଥିବା ସହ ଆମ୍ବ, ପଣସ, କଦଳୀ ଚାଷ ହାତୀ ନଷ୍ଟ କରିଛି । ଚାଷୀ ନାରାୟଣ ହୁଇକା ତାଙ୍କ ଘରେ ଧାନ ବସ୍ତାରେ ଥିବା ୮୦ ହଜାର ଟଙ୍କା ସହ ରାସନକାର୍ଡ ହାତୀ ଖାଇ ଦେଇଥିବା ନେଇ ଅଭିଯୋଗ କରିଛନ୍ତି। ଧାନ, ମାଣ୍ଡିଆ, ଚାଉଳ ମଧ୍ୟ ହାତୀ ନଷ୍ଟ କରିଛି ।

ଜୁନ୍‌ ୧୫କୁ ଅପେକ୍ଷା ; ୧୨ ବର୍ଷ ପରେ ଏକାଠି ହେବେ ସୂର୍ଯ୍ୟ,ଗୁରୁ,ବୁଧ : ଏହି ୩ ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ, ହଠାତ୍‌ ମିଳିବ ଏସବୁ..

୧୦୦ ଟଙ୍କାରେ ୯୦ ଦିନ ବୈଧତାର ପ୍ଲାନ୍‌ ଆଣିଲା ଜିଓ

- Advertisement -

ଦେଖନ୍ତୁ ଭିଡିଓ ; ନିଘୋଡ ନିଦରେ ଶୋଇଥିଲେ, ପାଖକୁ ଆସିଲା ସିଂହୀ, ଆଉ ତା’ପରେ..

 

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories