ଦେଖନ୍ତୁ ମନଛୁଆଁ ଭିଡିଓ: ଛୁଆହାତୀ ଗାଧୋଇବ ବୋଲି କୁମ୍ଭୀର ସହ ଏମିତି କଲା ମାଆ..

ନୂଆଦିଲ୍ଲୀ : ଜୀବଜନ୍ତୁଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ହାତୀକୁ ଦେଖି ଯେ କେହି ମଧ୍ୟ ଭୟଭୀତ ହୋଇଯିବ। ଏହି ବିରାଟକାୟ ଜୀବ ଗୋଡାଇଲେ କିମ୍ବା ଲାତ ମାରିଲେ ମଣିଷ ତ ମଣିଷ ବନ୍ୟଜନ୍ତୁ ମଧ୍ୟ ଭୟରେ ପଳାନ୍ତି। ଏଭଳି ହିଁ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ସୋସିଆଲ ମିଡିଆ ଏକ୍ସରେ ବର୍ତ୍ତମାନ ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ଭିଡିଓରେ ଦେଖାଯାଉଛି ଛୁଆ ହାତୀକୁ ତା’ ମାଆ ପୋଖରୀରେ ଗାଧୋଇବା … Continue reading ଦେଖନ୍ତୁ ମନଛୁଆଁ ଭିଡିଓ: ଛୁଆହାତୀ ଗାଧୋଇବ ବୋଲି କୁମ୍ଭୀର ସହ ଏମିତି କଲା ମାଆ..