ସାହାରପଡା ଅଞ୍ଚଳରେ ୨୭ ହାତୀ, ନଷ୍ଟ କଲେ ତରଭୁଜ ଓ ଧାନ ଫସଲ

ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ ସାହାରପଡା ବ୍ଲକ ଅଞ୍ଚଳରେ ଗତକାଲିଠାରୁ ହାତୀପଲ ପ୍ରବେଶ କରି ବ୍ୟାପକ କ୍ଷତି ଘଟାଇଛନ୍ତି। ଖୁଣ୍ଟାପିଙ୍ଗୁ , ହରିଚନ୍ଦନପୁର ଓ ଆଖପାଖ ଗ୍ରାମରେ ତରଭୁଜ ଚାଷ ଖାଇବା ସହ ମାଡି ମକଚି ନଷ୍ଟ କରିଛନ୍ତି। ସାହାରପଡା ବନପାଳ ଭୁପତି ସେଠୀ ଓ ଅନ୍ୟ ବନ କର୍ମଚାରୀ ହାତୀପଲଙ୍କ ଉପରେ ନଜର ରଖିଛନ୍ତି। ଏହି ହାତିପଲରେ ୯ ଟି ଦନ୍ତା, ୧୧ଟି ମାଈ ଓ ୭ଟି ଶିଶୁ ହାତୀ ଅଛନ୍ତି। ଏମାନେ ଆଖପାଖ … Continue reading ସାହାରପଡା ଅଞ୍ଚଳରେ ୨୭ ହାତୀ, ନଷ୍ଟ କଲେ ତରଭୁଜ ଓ ଧାନ ଫସଲ