କମିଲା ବିଜୁଳି ଦର

ଭୁବନେଶ୍ବର : କମିଲା ଘରୋଇ ଉପଭୋକ୍ତା ବିଜୁଳି ଦର । ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ହ୍ରାସ କରିଛି ଓଇଆରସି । ପ୍ରି-ପେଡ୍ ମିଟର ଥିବା ଉପଭୋକ୍ତାଙ୍କୁ ୪ ପ୍ରତିଶତ ରିହାତି ମିଳିବା ନେଇ ଘୋଷଣା ହୋଇଛି । ବିପିଏଲ୍ ଉପଭୋକ୍ତାଙ୍କ ପାଇଁ ମାସିକ ଦେୟ ୮୦ ଟଙ୍କାରୁ ୭୦ ଟଙ୍କାକୁ ହ୍ରାସ କରାଯାଇଛି । ସେହିଭଳି କାଗଜ ବଦଳରେ ଇ-ବିଲ୍ ନେଲେ ଉପଭୋକ୍ତାଙ୍କୁ ୧୦ ଟଙ୍କା ରିହାତି ମିଳିବ । ଏହା ବ୍ୟତୀତ ଶୀତଳ … Continue reading କମିଲା ବିଜୁଳି ଦର