ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣାକୁ ରାଜନୈତିକ ନେତା ଓ ଦଳ ପକ୍ଷରୁ ସ୍ୱାଗତ

​ଡେସ୍କ: ଲୋକସଭା ଓ କିଛି ରାଜ୍ୟ ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣାକୁ ରାଜନୈତିକ ଦଳମାନେ ସ୍ୱାଗତ କରିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବିଜେପି ଏବଂ ଏନଡିଏ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ମୋଦି କହିଛନ୍ତି ଯେ, ବିଜେପି ନିଜର ସୁଶାସନ ଏବଂ ସବୁ କ୍ଷେତ୍ରରେ ହୋଇଥିବା କାର୍ଯ୍ୟ ଆଧାରରେ ଲୋକଙ୍କ ପାଖରେ ପହଞ୍ଚିବ। ୧୦ ବର୍ଷ ତଳେ ଯେତେବେଳେ ସେ ଦାୟିତ୍ୱ … Continue reading ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣାକୁ ରାଜନୈତିକ ନେତା ଓ ଦଳ ପକ୍ଷରୁ ସ୍ୱାଗତ