ବିଜେଡିର ଅଭିଯୋଗ – ଘଣ୍ଟା ବାଣ୍ଟୁଛନ୍ତି ସମ୍ବିତ ପାତ୍ର

ଭୁବନେଶ୍ବର: ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଲୋକଙ୍କୁ ଘଣ୍ଟା ବାଣ୍ଟୁଥିବା ନେଇ ଅଭିଯୋଗ ହୋଇଛି। ସମ୍ବିତ ନିଜ ଫଟୋ ସହ ବିଜେପିର ଲୋଗୋ ଥିବା ଘଣ୍ଟା ଦୋକାନୀଙ୍କୁ ବାଣ୍ଟୁଥିବା ଅଭିଯୋଗ ଆଣି ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ନିକଟରେ ଫେରାଦ ହୋଇଛି। ବିଜେଡି ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ବିଜେପି ପ୍ରାର୍ଥୀ ସମ୍ବିତ ଏବଂ ତାଙ୍କ ପ୍ରଚାର ଟିମ୍ ଲୋକଙ୍କୁ ଘଣ୍ଟା ବାଣ୍ଟୁଛନ୍ତି। ଘଣ୍ଟାରେ ପଦ୍ମ ଚିହ୍ନ, ବିଜେପି … Continue reading ବିଜେଡିର ଅଭିଯୋଗ – ଘଣ୍ଟା ବାଣ୍ଟୁଛନ୍ତି ସମ୍ବିତ ପାତ୍ର