ଦିନ ୩ଟା ସୁଦ୍ଧା ୪୯.୭୭% ମତଦାନ

ଭୁବନେଶ୍ୱର : ରାଜ୍ୟରେ ଦିନ ୩ଟା ସୁଦ୍ଧା ଶନିବାର ୪୯.୭୭% ମତଦାନ ହୋଇଛି। ଶେଷ ପର୍ୟ୍ୟାୟରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ବାଲେଶ୍ୱର ୫୪.୦୪ % ଭଦ୍ରକ ୪୬.୩୩ % ଜଗତସିଂହପୁର ୫୨.୫୨ % ଯାଜପୁର ୪୮.୮୦ % କେନ୍ଦ୍ରାପଡା ୪୬.୪୬ % ମୟୁରଭଞ୍ଜ ୫୧.୦୩ % ଏଚ୫ଏନ୧ ଭାଇରସ ପାଇଁ ରାଜ୍ୟକୁ ସତର୍କ କଲା କେନ୍ଦ୍ର; କୁକୁଡା ଫାର୍ମ, ପକ୍ଷୀ ସ୍ୱାଇନ୍ ଫ୍ଲୁ ଉପରେ ରହିଛି … Continue reading ଦିନ ୩ଟା ସୁଦ୍ଧା ୪୯.୭୭% ମତଦାନ