ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ: ବିଜେପି-କଂଗ୍ରେସକୁ ଜବାବ ମାଗିଲେ ନିର୍ବାଚନ କମିଶନ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗକୁ ନିର୍ବାଚନ ଆୟୋଗ ଗୁରୁତ୍ୱ ଦେଇଛନ୍ତି। ଧର୍ମ, ଜାତି, ସମ୍ପ୍ରଦାୟ ଓ ଭାଷା ଆଧାରରେ ପରସ୍ପରର ନେତାମାନେ ଘୃଣା ଓ ବିଭାଜନ ପ୍ରସାର କରୁଛନ୍ତି ବୋଲି ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି। ନିର୍ବାଚନ କମିଶନ ବିଜେପି-କଂଗ୍ରେସକୁ ନୋଟିସ ଜାରି କରି ଏପ୍ରିଲ ୨୯ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ଜବାବ ମାଗିଛନ୍ତି। https://samajalive.in/sonapur-bjp-vijay-sankalpa-samaroha-news-090090/555816.html ନିର୍ବାଚନ … Continue reading ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ: ବିଜେପି-କଂଗ୍ରେସକୁ ଜବାବ ମାଗିଲେ ନିର୍ବାଚନ କମିଶନ