ନିର୍ବାଚନୀ ବଣ୍ଡଦାତା ଓ ଗ୍ରହୀତାଙ୍କ ସମସ୍ତ ବିବରଣୀ ପ୍ରକାଶ କରିବେ ନିର୍ବାଚନ କମିଶନ

ଡେସ୍କ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ ଆୟୋଗ ନିର୍ବାଚନୀ ବଣ୍ଡଦାତା ଓ ଗ୍ରହୀତାଙ୍କ ସମସ୍ତ ବିବରଣୀ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପ୍ରକାଶ କରିବେ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି। ଆଗାମୀ ନିର୍ବାଚନରେ ଇଭିଏମ୍ କିମ୍ବା ବାଲଟ୍ ପେପର ମାଧ୍ୟମରେ ମତଦାନ ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କମିଶନ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି। ଆଗାମୀ ଲୋକସଭା ଓ ରାଜ୍ୟ ନିର୍ବାଚନ ପାଇଁ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବା ପରେ ଓଡ଼ିଶାର … Continue reading ନିର୍ବାଚନୀ ବଣ୍ଡଦାତା ଓ ଗ୍ରହୀତାଙ୍କ ସମସ୍ତ ବିବରଣୀ ପ୍ରକାଶ କରିବେ ନିର୍ବାଚନ କମିଶନ