ଲୋକସଭା ନିର୍ବାଚନ: ବଡ଼ ଧରଣର ବଦଳି ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ, ହଟିଲେ ପଶ୍ଚିମବଙ୍ଗ ଡିଜିପି

ଡେସ୍କ: ଲୋକସଭା ନିର୍ବାଚନରେ ସମାନ ସୁଯୋଗ ସୁନିଶ୍ଚିତ କରିବା ପାଇଁ ନିର୍ବାଚନ ଆୟୋଗ ସୋମବାର ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଗୃହ ସଚିବଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ପଶ୍ଚିମବଙ୍ଗ ପୁଲିସ ମହାନିର୍ଦ୍ଦେଶକଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ମିଜୋରାମ ଓ ହିମାଚଳ ପ୍ରଦେଶର ସାଧାରଣ ପ୍ରଶାସନିକ ବିଭାଗର ସଚିବଙ୍କୁ ହଟାଇ ଦିଆଯାଇଛି। ଷ୍ଟେଟବ୍ୟାଙ୍କକୁ ପୁଣି ଡେଡ଼ଲାଇନ, ମାର୍ଚ୍ଚ ୨୧ ସୁଦ୍ଧା ନିର୍ବାଚନୀ ବଣ୍ଡର ସମ୍ପୂର୍ଣ୍ଣ ତଥ୍ୟ ଦିଅ – ସୁପ୍ରିମକୋର୍ଟ … Continue reading ଲୋକସଭା ନିର୍ବାଚନ: ବଡ଼ ଧରଣର ବଦଳି ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ, ହଟିଲେ ପଶ୍ଚିମବଙ୍ଗ ଡିଜିପି