ଚୀନରେ ଭୀଷଣ ଭୂମିକମ୍ପ: ଦିଲ୍ଲୀରେ ବି ଝଟ୍‌କା

ନୂଆଦିଲ୍ଲୀ:  ଚୀନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳୀ ନେପାଳ-ଚୀନ ସୀମାନ୍ତ ବୋଲି କୁହାଯାଉଛି। ଭୂପୃଷ୍ଠରୁ ଏହାର ଗଭୀରତା ୮୦ କିଲୋମିଟର ରହିଛି। ଭୂମିକମ୍ପ ପରେ ସିନ୍‌ଜାଙ୍ଗ ରେଳବାଇ ବିଭାଗ ତୁରନ୍ତ ୨୭ଟି ଟ୍ରେନ୍‌ ଚଳାଚଳ ବାତିଲ କରି ଦେଇଥିଲେ।  କାର୍ଗିସ୍ତାନ ଝିଞ୍ଜିୟାଙ୍ଗ ବୋର୍ଡର ଅଞ୍ଚଳରେ ଅଧିକାଂଶ ଘର ଭାଙ୍ଗିଯାଇଥିବାର ସୂଚନା ମିଳିଛି। ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଝଟକା ନେପାଳ … Continue reading ଚୀନରେ ଭୀଷଣ ଭୂମିକମ୍ପ: ଦିଲ୍ଲୀରେ ବି ଝଟ୍‌କା