ବାଂଲାଦେଶ ଅଶାନ୍ତ, ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ

ଡେସ୍କ: ବାଂଲାଦେଶରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟ ଏବଂ ଭାରତୀୟ ଛାତ୍ରମାନଙ୍କୁ ବୁଲାବୁଲି ନ କରିବା ଏବଂ ଗତିବିଧିକୁ କମ୍ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁରୋଧ କରିଛି। ବାଂଲାଦେଶରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଢାକାସ୍ଥିତ ଭାରତୀୟ ହାଇକମିସନ ଜାରି କରିଥିବା ପରାମର୍ଶରେ ଲୋକଙ୍କୁ କୌଣସି ଜରୁରୀ କିମ୍ବା ସହାୟତାର ଆବଶ୍ୟକତା ପଡ଼ିଲେ ୨୪ ଘଣ୍ଟିଆ ଜରୁରୀକାଳୀନ ନମ୍ବରରେ ହାଇ କମିଶନ ଏବଂ ଆସିଷ୍ଟାଣ୍ଟ ହାଇ କମିଶନଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଢାକାରେ … Continue reading ବାଂଲାଦେଶ ଅଶାନ୍ତ, ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ