ଭିଡିଓ ଦେଖିଲେ ଭୟ ଲାଗିବ ; ମାତ୍ର କିଛି କ୍ଷଣରେ ହରିଣକୁ ଝାମ୍ପି ନେଲା ଚିଲ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁ ଓ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । କିଛି ଭିଡିଓ ବେଶ ମନଛୁଆଁ ହୋଇଥିବା ବେଳେ କିଛି ଭୟଭୀତ ଲାଗିଥାଏ । ନିକଟରେ ଭାଇରାଲ୍‌ ହେଉଥିବା ଚିଲର ଏକ ଭିଡିଓ ସଭିଁଙ୍କ ଧ୍ୟାନକୁ ବେଶ ଆକର୍ଷିତ କରୁଛି । The terrifying beauty of wildlife. A Thread 🧵 1. A huge eagle carrying a "Big deer ".. 😯 pic.twitter.com/1L17jRihkL — Crazy … Continue reading ଭିଡିଓ ଦେଖିଲେ ଭୟ ଲାଗିବ ; ମାତ୍ର କିଛି କ୍ଷଣରେ ହରିଣକୁ ଝାମ୍ପି ନେଲା ଚିଲ..