ଆରବ ସାଗରରେ ମାଲବାହୀ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ

ଡେସ୍କ: ଏକ ଇସ୍ରାଏଲ୍ ଅନୁବନ୍ଧିତ ମାଲବାହୀ ଜାହାଜ ଉପରେ ଆରବ ସାଗରରେ ଡ୍ରୋନ୍ ଦ୍ୱାରା ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ମାଲବାହୀ ଜାହାଜ କଣ୍ଟେନରରେ ଥିବା ରାସାୟନିକ ଦ୍ରବ୍ୟରେ ନିଆଁ ଲାଗିଯାଇଥିଲା। ତେବେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଏଥିରେ ଜାହାଜର କୌଣସି କର୍ମଚାରୀଙ୍କ କିଛି କ୍ଷତି ହୋଇନଥିବା ଜଣାପଡିଛି। ଏହି ଘଟଣା ଭାରତର ଭେରାଭାଲର ୨୦୦ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଘଟିଛି। ହଇଜା ପରିସ୍ଥିତି ନିୟନ୍ତ୍ରଣାଧୀନ, ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୯ … Continue reading ଆରବ ସାଗରରେ ମାଲବାହୀ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ