ଯନ୍ତ୍ରଣା ; ଜଳ କଷ୍ଟରେ ଜର୍ଜରିତ ୫୦ରୁ ଉର୍ଦ୍ଧ ପରିବାର

ବିଞ୍ଝାରପୁର: ଗ୍ରୀଷ୍ମ ଆରମ୍ଭରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଲାଣି। ବିଭିନ୍ନ ସହର ମାନଙ୍କରେ ମାତ୍ରାଧିକ ତାପମାତ୍ରା ବୃଦ୍ଧି ଚିନ୍ତାର କାରଣ ପାଲଟିଥିବା ବେଳେ ଗ୍ରାମାଞ୍ଚଳରେ ଜଳକଷ୍ଟ ଜନ ଜୀବନକୁ ଆହୁରି ଯନ୍ତ୍ରଣା ଦେଉଛି। ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତର ୫ନଂ ଓ ୯ ନଂ ୱାର୍ଡର ୫୦ରୁ ଉର୍ଦ୍ଧ ପରିବାର ଏବେ ଜଳ କଷ୍ଟରେ ଜର୍ଜରିତ ହେଉଛନ୍ତି। ଏହି ଦୁଇଟି ୱାର୍ଡର ଲୋକେ ପାନୀୟ ଜଳ ପାଇଁ ସରକାରୀ ଟ୍ୟାପ ଉପରେ ନିର୍ଭର କରୁଥିବା … Continue reading ଯନ୍ତ୍ରଣା ; ଜଳ କଷ୍ଟରେ ଜର୍ଜରିତ ୫୦ରୁ ଉର୍ଦ୍ଧ ପରିବାର