ଗାଡ଼ିରେ ଫାଷ୍ଟଟ୍ୟାଗ୍ ଲାଗିନଥିଲେ ଦୁଇଗୁଣା ଟୋଲ୍ ଆଦାୟ କରିବ ଜାତୀୟ ରାଜପଥ କର୍ତ୍ତୃପକ୍ଷ

ଡେସ୍କ: ବିନା ଫାଷ୍ଟଟ୍ୟାଗରେ ଯେଉଁ ଗାଡ଼ିଗୁଡ଼ିକ ଟୋଲ୍ ଲେନ୍ ଭିତରକୁ ପ୍ରବେଶ କରିବ, ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ସେମାନଙ୍କ ଠାରୁ ଦୁଇଗୁଣା ଟୋଲ ଆଦାୟ କରାଯିବ। ଏକ ସରକାରୀ ବିବୃତି ଅନୁଯାୟୀ, ୱିଣ୍ଡସ୍କ୍ରିନରେ ଜାଣିଶୁଣି ଫାଷ୍ଟଟ୍ୟାଗ୍ ନ ଲଗାଇବା ଫଳରେ ଟୋଲ ପ୍ଲାଜାରେ ଅନାବଶ୍ୟକ ବିଳମ୍ବ ହେଉଛି, ଯାହାଫଳରେ ଜାତୀୟ ରାଜପଥ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମସ୍ତ ଉପଭୋକ୍ତା ଶୁଳ୍କ ଆଦାୟ କାରୀ ସଂସ୍ଥା ଏବଂ ରିହାତିଧାରୀମାନଙ୍କୁ ସମ୍ମୁଖ ଭାଗରେ ଫାଷ୍ଟଟ୍ୟାଗ୍ ନ ଲଗାଇଲେ … Continue reading ଗାଡ଼ିରେ ଫାଷ୍ଟଟ୍ୟାଗ୍ ଲାଗିନଥିଲେ ଦୁଇଗୁଣା ଟୋଲ୍ ଆଦାୟ କରିବ ଜାତୀୟ ରାଜପଥ କର୍ତ୍ତୃପକ୍ଷ