ଇରାନ ଓ ଇସ୍ରାଏଲ ଯୁଦ୍ଧ ବିରତି ଚାହୁଁଥିଲେ – ଟ୍ରମ୍ପ

ନୂଆଦିଲ୍ଲୀ : ଇରାନ ଓ ଇସ୍ରାଏଲ ମଧ୍ୟରେ ଲଗାତାର ୧୨ ଦିନ ପରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ଉଭୟ ଦେଶ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧବିରତି ଘୋଷାଣା କରିଛନ୍ତି। ଏହା ମଧ୍ୟରେ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି,ଇରାନର ପରମାଣୁ ସୁବିଧାକୁ ନଷ୍ଟ କରିବା ଓ ଯୁଦ୍ଧ ରୋକିବା ମୋ ପାଇଁ ସମ୍ମାନର କଥା। ସେ ଆହୁରି ମଧ୍ୟ କହିଛନ୍ତି, ଇସ୍ରାଏଲ ଓ ଇରାନ ସମାନ ରୂପରେ ଯୁଦ୍ଧ ରୋକିବାକୁ ଚାହୁଁଥିଲେ। … Continue reading ଇରାନ ଓ ଇସ୍ରାଏଲ ଯୁଦ୍ଧ ବିରତି ଚାହୁଁଥିଲେ – ଟ୍ରମ୍ପ