ଡୋଡାରେ ଗୁଳି ବିନିମୟ: ୩ ଆତଙ୍କୀ ସଫା, ଜଣେ ଯବାନ ଆହତ

ଡୋଡା: ଜମ୍ମୁ ଡିଭିଜନର ଡୋଡା ଜିଲାରେ ବୁଧବାର ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଜିଲାର ଗନ୍ଦୋହ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ମିଳିଥିଲା ସୂଚନା ମୁତାବକ, ସୁରକ୍ଷାବଳଙ୍କ ଗୁଳିରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିରେ ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି। ଯବାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଞ୍ଚ ଜଙ୍ଗଲ ଏବଂ ପାହାଡ଼ ଘେରା ଏହି ଅଞ୍ଚଳରେ ପ୍ରବଳ … Continue reading ଡୋଡାରେ ଗୁଳି ବିନିମୟ: ୩ ଆତଙ୍କୀ ସଫା, ଜଣେ ଯବାନ ଆହତ