ଡି.କେ. ଶିବକୁମାର ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଡି.କେ. ଶିବକୁମାର ମଙ୍ଗଳବାର ଗିରଫ ହୋଇଛନ୍ତି। ବେଆଇନ ଅର୍ଥ କାରବାର ମାମଲାରେ ଶିବକୁମାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ବେଆଇନ ଅର୍ଥ କାରବାର ମାମଲାରେ ଚାରି ଦିନର ପଚରା ଉଚୁରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶିବକୁମାରଙ୍କୁ ଗିରଫ କରିଥିବା ଜଣାପଡିଛି।

Comments are closed.