ଭୋପାଳରୁ ଲଢ଼ିବେ ଦିଗ୍‍ବିଜୟ

0

ଭୋପାଳ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗ୍‍ବିଜୟ ସିଂହ ଭୋପାଳରୁ ଲୋକସଭା ନିର୍ବାଚନ ଲଢ଼ିବେ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟିର ଏହି ନିଷ୍ପତ୍ତି ବିଷୟରେ ଆଜି ଘୋଷଣା କରିଛନ୍ତି । ତେବେ ପାର୍ଟି ପକ୍ଷରୁ ଏ ବିଷୟରେ ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ ।

Leave A Reply