ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ଭିଡିଓ – ଅଡୁଆରେ ବିଜେପି

ଡେସ୍କ: ଲୋକପ୍ରିୟ ୟୁଟ୍ୟୁବର ତଥା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଧ୍ରୁବ ରାଠୀ ୫ଟି ଭାରତୀୟ ଆଞ୍ଚଳିକ ଭାଷାରେ ନିଜର ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଛନ୍ତି। ଧ୍ରୁବ ହିନ୍ଦୀରେ ବିଭିନ୍ନ ସାମାଜିକ, ରାଜନୈତିକ ଏବଂ ପରିବେଶ ପ୍ରସଙ୍ଗରେ ଭିଡିଓ ତିଆରି କରିବା ପାଇଁ ଜଣାଶୁଣା। ଏପ୍ରିଲ ୧୮ ଦିନ ଲଞ୍ଚ ହୋଇଥିବା ନୂଆ ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକରେ ତାମିଲ, ତେଲୁଗୁ, ବଙ୍ଗଳା, କନ୍ନଡ ଏବଂ ମରାଠୀ ଭାଷାରେ ଡବ୍ ହୋଇଥିବା ତାଙ୍କର ହିନ୍ଦୀ ଭିଡିଓ ରହିବ। ଏହି ଚ୍ୟାନେଲଗୁଡ଼ିକରେ ତାଙ୍କ … Continue reading ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ଭିଡିଓ – ଅଡୁଆରେ ବିଜେପି