ଶିକ୍ଷକଙ୍କୁ ମାଡ଼ ମାରି ଅଡୁଆରେ ସରପଞ୍ଚଙ୍କ ସ୍ୱାମୀ

ଢେଙ୍କାନାଳ ସଦର: ସ୍ୱାଧୀନତା ଦିବସ ପାଳନ ଅବସରରେ ବିଦ୍ୟାଳୟ ପରିସରରେ ପଶି ଜଣେ କାର୍ଯ୍ୟରତ ଶିକ୍ଷକଙ୍କୁ ମାଡ ମାରି ହରଡ଼ଘଣାରେ ପଡ଼ିଛନ୍ତି ଦଶମାଣପାଟଣା ସରପଞ୍ଚଙ୍କ ସ୍ୱାମୀ। ଯାଜପୁର ସୀମାନ୍ତ ଦଶମାଣପାଟଣା ପଞ୍ଚାୟତ ଦଶମାଣପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ସ୍ୱାଧୀନତା ଦିବସ ପାଳନ ହୋଇଥିଲା। ମଧ୍ୟାହ୍ନଭୋଜନ ରନ୍ଧାଖାଦ୍ୟ ସହ ଶୁକ୍ରବାର ଖାଦ୍ୟପୋଷଣ ଦିବସ ଥିବା ଯୋଗୁଁ ସିଝାଅଣ୍ଡା ଦିଆଯାଇଥାଏ। କିନ୍ତୁ ସେଦିନ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପଡ଼ିଥିବାରୁ ଛାତ୍ରଛାତ୍ରୀ ଅଣ୍ଡା ଖାଇବାକୁ ମନା କରିଥିଲେ। ତେଣୁ … Continue reading ଶିକ୍ଷକଙ୍କୁ ମାଡ଼ ମାରି ଅଡୁଆରେ ସରପଞ୍ଚଙ୍କ ସ୍ୱାମୀ