ଏ କେଉଁ ଭଳି ବାପା, ୭ମାସର ଝିଅକୁ କଚାଡି ମାରିଲା

ସମାଜ ଡିଜିଟାଲ ଡେସ୍କ: ମଦ୍ୟପ ବାପାର ନୃଶଂସ କାଣ୍ଡ । ସ୍ୱାମୀ-ସ୍ତ୍ରୀଙ୍କ ଝଗଡାରେ ବଳି ପଡିଛି ୭ମାସର ଶିଶୁ କନ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା କଙ୍କଡାହାଡ ଥାନା କଣ୍ଟାପାଳ ଗାଁରେ । ମୟୂରଭଞ୍ଜର ସଞ୍ଜୟ ଚାତାର ଶ୍ୱଶୁର ଘର କଣ୍ଟାପାଳରେ ରହି ଶ୍ରମିକ ଭାବେ କାମ କରୁଥିଲା । ଗତ କିଛି ମାସ ହେବ କିଛି କାମଧନ୍ଦା ନରକି ଘରେ ବସିବା ସହ ମଦ୍ୟ ପାନ କରୁଥିଲା । ଏହାକୁ ନେଇ … Continue reading ଏ କେଉଁ ଭଳି ବାପା, ୭ମାସର ଝିଅକୁ କଚାଡି ମାରିଲା