ପ୍ରତି ମାସରେ କିଛି ନା କିଛି ପର୍ବ ଓ ବତ୍ର ପାଳନ କରାଯାଏ । ସେଥିମଧ୍ୟରୁ ନିର୍ଜଲା ଏକାଦଶୀ ବ୍ରତ, ଇଦ ଓ ପ୍ରଦୋଷ ବ୍ରତ ହେଉଛି ମହତ୍ବପୂର୍ଣ୍ଣ ପର୍ବ । ଚଳିତ ବର୍ଷର ଜୁନ ମାସ ଆରମ୍ଭ ହୋଇ ଯାଇଛି । ତେବେ ଆସନ୍ତୁ ଜାଣିବା ଜୁନ୍ ମାସର କେଉଁ ଦିନରେ କେଉଁ ବ୍ରତ ପାଳନ କରାଯିବ ।
| ତିଥି | ବ୍ରତ ଓ ପର୍ବ |
| ଜୁନ୍ ୧ | ମାସିକ ଶିବରାତ୍ରି |
| ଜୁନ୍ ୩ | ବୈଶାଖ ଅମାବାସ୍ୟ, ସାବିତ୍ରୀ, ଶନି ଜୟନ୍ତୀ |
| ଜୁନ୍ ୫ | ଇଦୁଲ-ଫିତର |
| ଜୁନ୍ ୧୨ | ଗଙ୍ଗା ଦଶହରା |
| ଜୁନ୍ ୧୩ | ନିର୍ଜଲା ଏକାଦଶୀ ବ୍ରତ |
| ଜୁନ୍ ୧୪ | ପ୍ରଦୋଷ ବ୍ରତ |
| ଜୁନ୍ ୧୫ | ମିଧୁନ ସଂକ୍ରାନ୍ତି |
| ଜୁନ୍ ୧୭ | ଜ୍ୟେଷ୍ଠ ପୂର୍ଣ୍ଣିମା, ସନ୍ତ କମୀର ଜୟନ୍ତୀ |
| ଜୁନ୍ ୨୦ | ସଂକଷ୍ଠୀ ଚତୁର୍ଥୀ |
| ଜୁନ୍ ୨୯ | ଯୋଗିନୀ ଏକାଦଶୀ |
| ଜୁନ୍ ୩୦ | ପ୍ରଦୋଷ ବ୍ରତ (କୃଷ୍ଣ) |



