ଯୌତୁକ ଜୁଇରେ ନବବଧୂ!

ଧାମରା: ବିବାହର ୪ମାସ ନ ପୁରୁଣୁ ଯୌତୁକ ଜୁଇରେ ଜଳିଲା ନବବଧୂ। ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ବାଂଶଡା ଥାନା ଅଧିନ ବଜରାପୁର ପଞ୍ଚାୟତ ଷଣ୍ଢଗଡା ଗ୍ରାମରେ। ସୂଚନା ମୁତାବକ, ଷଣ୍ଢଗଡା ଗ୍ରାମର ଶରତ ନାୟକଙ୍କ ପୁଅ କମଳାକାନ୍ତ ନାୟକ ଗୋପିନାଥପୁର ପଞ୍ଚାୟତ ବାଲିପଦା ଗ୍ରାମର ରବିନ୍ଦ୍ର ସାହୁଙ୍କ ଝିଅ ଲିପି ସାହୁଙ୍କୁ ଆଜକୁ ଚାରିମାସ ହେବ ପ୍ରେମ … Continue reading ଯୌତୁକ ଜୁଇରେ ନବବଧୂ!