ଦେଖନ୍ତୁ ଭିିଡିଓ ; ମନ୍ଦିର ଭୋଗ ଲଡୁରୁ ବାହାରିଲା ମଲା ଅସରପା

ନୂଆଦିଲ୍ଲୀ : ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଏଭଳି ଭିିଡିଓ ଭାଇରାଲ୍‌ ହୋଇଥାଏ, ଯାହା ଅନେକ ଘଟଣାକୁ ସାମ୍ନାକୁ ଆଣିବା ସହ ହଇଚଇ ସୃଷ୍ଟି କରିଥାଏ । ରେସ୍ତୋରାଁ ଠାରୁ ଆରମ୍ଭ କରି ମନ୍ଦିର ବିଭିନ୍ନ ସ୍ଥାନରେ ଖାଦ୍ୟ ସହ ଜଡିତ ଅନେକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ଏଭଳି ମଧ୍ୟ ରେସ୍ତୋରାଁ ଓ ହୋଟେଲର ଖାଦ୍ୟରୁ ପୋକ, ଅସରପା ଆଦି ବାହାରିବା ଭିଡିଓ ମଧ୍ୟ ଭାଇରାଲ୍‌ ହୋଇଛି । ନିକଟରେ ଏଭଳି ହିଁ … Continue reading ଦେଖନ୍ତୁ ଭିିଡିଓ ; ମନ୍ଦିର ଭୋଗ ଲଡୁରୁ ବାହାରିଲା ମଲା ଅସରପା