ଗୁରୁ କରିବେ ଓଲଟା ଚଳନ; ଏହି ରାଶିଙ୍କ ଭାଗ୍ୟ ଚମକାଇ କରିବେ ଧନ ବର୍ଷା..

ଦେବଗୁରୁ ବୃହସ୍ପତି ବର୍ଷକୁ ଥରେ ରାଶି ପରିବର୍ତ୍ତନ କରନ୍ତି । ଦୀପାବଳି ପୂର୍ବରୁ ଗୁରୁ ବକ୍ରି ହେବାକୁ ଯାଉଛନ୍ତି । ଗୁରୁଙ୍କ ଓଲଟା ଚଳନ ୫ ରାଶି ବ୍ୟକ୍ତି ବିଶେଷଙ୍କୁ ଦୀପାବଳି ପୂର୍ବରୁ ମା’ଲକ୍ଷ୍ମୀଙ୍କ ଅଶେଷ କୃପା ପ୍ରାପ୍ତି ହେବା ସହ ଧନବାନ୍‌ କରିବେ। ସୁଖ, ସୌଭାଗ୍ୟ, ଜ୍ଞାନ, ଯଶର ଦାତା ଗୁରୁ ଏହି ସମୟରେ ବୃଷ ରାଶିରେ ରହିଛନ୍ତି । ୯ ଅକ୍ଟୋବର ୨୦୨୪ରେ ଗୁରୁ ବକ୍ରି ହେବେ । ୫ ଫେବ୍ରୁଆରୀ ୨୦୨୫ ପର୍ଯ୍ୟନ୍ତ … Continue reading ଗୁରୁ କରିବେ ଓଲଟା ଚଳନ; ଏହି ରାଶିଙ୍କ ଭାଗ୍ୟ ଚମକାଇ କରିବେ ଧନ ବର୍ଷା..