ସାବଧାନ.. ଡେଙ୍ଗୁ ମଶା କାମୁଡିବା ପରେ ଦେଖାଯାଏ ଏହି ୫ ଲକ୍ଷଣ
ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ସଠିକ୍ ସମୟାନୁସାରେ ଚିହ୍ନଟ କରି ଡେଙ୍ଗୁର ଚିକିତ୍ସା କରାଇବା ନିତାନ୍ତ ଜରୁରୀ । ନଚେତ୍ ଜୀବନ ମଧ୍ୟ ଚାଲି ଯାଇପାରେ । ତେବେ ଡେଙ୍ଗୁ ମଶା କାମୁଡିବା ପରେ ଏପରି କିଛି ଲକ୍ଷଣ ଦେଖାଯାଏ, ଯାହାକୁ ସାଧାରଣତଃ ଅନେକ ସମୟରେ ଲୋକେ ଅଣଦେଖା କରନ୍ତି । ଯାହା ଜୀବନକୁ ନିଶ୍ଚିତ ବିପଦରେ ପକାଇଥାଏ । ପାଗରେ ପରିବର୍ତ୍ତନ, ବର୍ଷା ପରେ ଡେଙ୍ଗୁର ପ୍ରକୋପ ଅଧିକ ଥାଏ । ତେବେ ଏହି … Continue reading ସାବଧାନ.. ଡେଙ୍ଗୁ ମଶା କାମୁଡିବା ପରେ ଦେଖାଯାଏ ଏହି ୫ ଲକ୍ଷଣ
Copy and paste this URL into your WordPress site to embed
Copy and paste this code into your site to embed