ଉପରାଜ୍ୟପାଳଙ୍କ ଚିଠି ପ୍ରଘଟ, ରାଷ୍ଟ୍ରପତି ଶାସନ ଲାଗୁ ନେଇ ବିଜେପି ତତ୍ପର – ଆପ

ଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳ ସରକାରଙ୍କ ବିରୋଧରେ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖୁଛନ୍ତି ଏବଂ ଗଣମାଧ୍ୟମରେ ପ୍ରକାଶ କରୁଛନ୍ତି ଯାହା ଦ୍ୱାରା ସେମାନେ ଦିଲ୍ଲୀରେ ସହଜରେ ରାଷ୍ଟ୍ରପତି ଶାସନ ଲାଗୁ କରିପାରିବେ ବୋଲି ଆପ୍ ନେତା ତଥା ଦିଲ୍ଲୀ କ୍ୟାବିନେଟ୍ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି। ଇଡି ଓ ସିବିଆଇକୁ ନୋଟିସ୍ – ସିସୋଦିଆଙ୍କ ଦୋଷ କଣ? ପ୍ରଥମ ଚିଠିରେ ଲେଖିଛନ୍ତି ଯେ ଦିଲ୍ଲୀ ସରକାର ବାରମ୍ବାର ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଆବେଦନ କରନ୍ତି ଏବଂ ଉପରାଜ୍ୟପାଳଙ୍କୁ ଦିଲ୍ଲୀବାସୀଙ୍କ … Continue reading ଉପରାଜ୍ୟପାଳଙ୍କ ଚିଠି ପ୍ରଘଟ, ରାଷ୍ଟ୍ରପତି ଶାସନ ଲାଗୁ ନେଇ ବିଜେପି ତତ୍ପର – ଆପ